STORYMIRROR

ଶ୍ଯାମସୁନ୍ଦର କୁମ୍ଭାର

Abstract Horror Action

3  

ଶ୍ଯାମସୁନ୍ଦର କୁମ୍ଭାର

Abstract Horror Action

ଗଛ

ଗଛ

1 min
216

 

ଗଛ ବିନା ନାଶ ହେବ ଏ ଜଗତ

ଏ କଥାଟି ଧ୍ରୁବ ସତ ||

ଫୁଳଫଳ ସହ ଔଷଧ ଯୋଗାଏ

ଗଛଠୁ କିଏ ମହାନ

ଛପ୍ନାକୋଟି ଜୀବ ହ୍ବନ୍ତି ପରିତ୍ରାଣ

ଗ୍ରହଣେ ତା ଅମ୍ଳଜାନ

ଫୁଳଫଳ ଯଦି ନ ଦେଲାତ ନାହିଁ

ଖରାକାଳେ ଛାଇ ଦିଏ

ରବି ତ୍ରାସ ଯୋଗୁଁ ତ୍ରାସିତ ପଥିକ

ଛାଇରେ ବିଶ୍ରାମ ନିଏ

ବାସସ୍ଥାନ କିବା ଆସନ ବ୍ଯସନ

ଅହ୍ନ ବ୍ଯଞ୍ଜନାଦି ପାକ

ସବୁଠି ରହିଛି ଗଛର ଚାହିଦା

ଗଛ ଯୋଗାଏ ସର୍ବସ୍ବ

ବାୟୁ, ବାରୀ, ଉଷ୍ମ ,ଜୈବ ମଣ୍ଡଲକୁ

ସନ୍ତୁଲିତ ରଖେ ଗଛ

ଗଛର ବିହୁନେ ବଢ଼଼ି ଓ ମରୁଡ଼ି

ଆସେ କେତେ ଦୂର୍ବିପାକ

ହେ ଭାବୁକ ଗଣ ଲଗାଅ ହେ ଗଛ

ଗଛକୁ ଦିଅ ସୁରକ୍ଷା

ଗଛର ସୁରକ୍ଷା ମୁର୍ତ୍ତିକା ସୁରକ୍ଷା

ଜୀବ ଜଗତର ରକ୍ଷା ।


ମଣିଷର ଉପକାରୀ ବନ୍ଧୁ ଭାବେ ସର୍ବଦା ଗଛ ବିଦିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract