STORYMIRROR

Suresh chandra Padhy

Action

4  

Suresh chandra Padhy

Action

ପହିଲି ରଜ

ପହିଲି ରଜ

1 min
11



ବନସ୍ତେ ଡାକିଲା ଗଜ

  ଆସିଲା ରଜ ଆମ ପହିଲି ରଜ

ଘରେ ଘରେ ପିଠା ମିଠା ହୁଏ

  ଖୁସି ର ବାରତା ସେ ତ ଦିଏ

ମା ଭଉଣୀ ହୁଅନ୍ତି ସବୁ ସଜେଇ

   ରଜ ରାଣୀ ପାଇଁ ମହି ନାଚଇ

କୃଷି ପର୍ବ ଏଇ ରଜ ଆସିଛି ଭାଇ

ଉତ୍କଳର ଗଣ ପର୍ବ ଗାଁ ଗାଁରେ ହୁଅଇ

ରଜ ଦୋଳି କଟ ମଟ ହୋଇ ଶୁଭଇ

  ଦୋଳି ରେ ଝୁଲି ମନ ଖୁସି ଲଭଇ

ଆସ ରଜ ତିନି ଦିନ କରିବା ମଉଜ

 ଭାରି ନିଆରା ପରମ୍ପରା ଏଇ ତ ଆମ ରଜ ।



Rate this content
Log in

Similar oriya poem from Action