Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Beuria

Abstract

4.0  

Prasanta Beuria

Abstract

ଓମ୍ ନା କୋଃହମ୍

ଓମ୍ ନା କୋଃହମ୍

1 min
172


ରାତି ଦୁଇଟା ପନ୍ଦର ।

ଏକ ପ୍ରଶ୍ନ –

ସ୍ୱପ୍ନ ଦେଖୁ ଦେଖୁ ମନକୁ ଆସିଲା ।  

ପୃଥିବୀର ସର୍ବ ପ୍ରଥମ ଶବ୍ଦ କଣ ହୋଇପାରେ ?


ଯଦିଓ ଶୋଇଥିଲି , କିନ୍ତୁ ଚାହିଁଥିଲି, 

ସବୁ ରାତିରେ ମୁଁ ଯେପରି ଶୁଏ । 

ଚେୟାର୍ ଉପରେ ବସି ଚିନ୍ତା କଲି, 

କଣ ହୋଇ ପାରେ ପ୍ରଥମ ଶବ୍ଦ ?

 

ଶେଷରେ ପାଇଲି, 

'ଓମ୍' ସୃଷ୍ଟିର ଆଦି ଶବ୍ଦ ନୁହେଁ ! 

'କ୍ରନ୍ଦନ' ହିଁ ପ୍ରଥମ ଶବ୍ଦ !

 କୁଆଁ-କୁଆଁ ଉଚ୍ଚାରଣରେ। 

ଯାହା ଉଭୟ ସ୍ୱର ଓ ବ୍ୟଞ୍ଜନରେ ଭରି ରହିଥାଏ

କିଛି ଜରୁରୀ ନୁହେଁ କି ,

ପ୍ରତି କ୍ରନ୍ଦନରେ ଲୁହ ଆସିବ।  

"ଆହା "ଶବ୍ଦ ବାହାରିବ , "ଓଃ" ଶବ୍ଦ ବାହାରିବ । 

କାରଣ ଏକ ମୂକ ବି କ୍ରନ୍ଦନ କରି ପାରେ !


Rate this content
Log in

Similar oriya poem from Abstract