Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjukta Padhi

Tragedy Fantasy

3  

Sanjukta Padhi

Tragedy Fantasy

ଓଡ଼ିଶାରେ ଦାଦନ

ଓଡ଼ିଶାରେ ଦାଦନ

1 min
178


 

ଏଇମିତି ଏ ମଙ୍ଗୁଳି ମାନେ

ଦେଶକୁ ଚାଲି ଯାଆନ୍ତି

ପେଟ ଚାଖଣ୍ଡକ ପାଇଁ

କେବେ ଭଉଣୀ ବିବାହ

ତ କେବେ ବାପାମା ର

ଆରୋଗ୍ୟ ଖର୍ଚ୍ଚ ଲାଗି

ଅକ୍ଲାନ୍ତ ପରିଶ୍ରମ କରି

କିଛି ସାଇତି ରଖନ୍ତି

ଏଇ ମାନେ ହିଁ ତ

ଗର୍ବ ଗଉରଵ

ଅର୍ଥନୀତି ବିକାଶ ପାଇଁ ।।

କୋରନା ଯୁଦ୍ଧରେ ଆଜି

ଛକା ପନ୍ ଝା ଖେଳ

ବଡ଼ ବଡିଆ ମାନଙ୍କ

କିଛି ଯାଏ ଆସେନା

ମଧ୍ୟବିତ୍ତ ଯେତେ ସବୁ

ଆନମନା ।।

ଭୋଗିଥ'ନ୍ତି ଯେତେ ସବୁ

କଷଣ ଓ ନିର୍ଯାତନା

ଏଇ ମଙ୍ଗୁଳି ଭଳି ଦାଦନ

ଆଜି ସତରେ ଆନମନା

କେମିତି ଯୋଗାଇବ ଦାନା

ଭିଟାମାଟି ରୁ ମୁଠାଏ

ନିଜ ମାଂସ ରୁ ପଳାଏ

ଦେହରୁ ରକ୍ତ ଆଞୁଳାରେ

ଦଳି ଚକଟି ସାଉଁଟି,କହେ

ଜିଇଁ ବାକୁ ହେବ ନିଶ୍ଚୟ

ଏଇ ଜୀବନ ଥିବା ଯାଏ ।।



Rate this content
Log in

Similar oriya poem from Tragedy