ପ୍ରେମରେ ପ୍ରେମରେ
ପ୍ରେମରେ ପ୍ରେମରେ
ରାତି ନେଇଗଲା ଆୟୁଷ
ସପନରେ ସବୁ ସରସ
ଚେଇଁ ବା ଆଗରୁ
ଚଟକଣି ବାଜେ
ଅତୀତର ପ୍ରେମ ପରଶ ।
ଛକକୁ କଣେଇ ଚାହିଁଥିଲି
ଯେଉଁଠି ଦେଖିଲି ଖାଲି
ତୁମ ଗନ୍ଧ ପାଉଥିିିଲି
ନିଜକୁ ହଜାଇ ଦେଉଥିଲି ।
ନାହିଁ ଆଜି ଭୁରୁ ଭୁରୁ ବାସ୍ନା
ହିନ୍ଦୁ ନୁହେଁ ଆଜି ନାର୍ ସେନା
କୁଲିଗିିିରିିି ଛାଡି ରଖିଛି ଦାଢ଼ି
ରସୁୁୁଲ କୋଣ୍ଡାର ନୌସେନା ।
ମାଁ କୁ ପାରିନି ଭୁଲି
ଯାଇନି ଦୂରକୁ ଚାଲି
ମାଟି ମମତା ରେ ଅନ୍ଧ
ନିଜକୁ କରିଛି ଆଜି ବଦ୍ଧ ।