STORYMIRROR

Sanjukta Padhi

Inspirational

3  

Sanjukta Padhi

Inspirational

ଅପା

ଅପା

1 min
199

ସ୍ନେହର ପାରାବାର 

ତମେ କରୁଣା ସାଗର

ମମତାର ମଧୁଝରା

ଛୋଟିଆ କାରାଗାର,

ମାଁ ପରି ମନଚିହ୍ନି 

ନିତି ଵରଷାଇ ଥାଅ

ତୁମେ ହସ ଫୁଲ

ମମତାର ଝୁଲ

ଭୁଲି ଯାଏ ମୁଁ ହିଁ

ତୁମ ସ୍ନେହ ପାଇଁ

କି ରାତି ଆଉ ସକାଳ

ମିଠା କଥା କହି

ଆମ ମନ ମୋହି

କରି ଥାଅ ଗଳା ହାର

ଜଗତ ର ନାଥ

ପ୍ରଭୁ ଜଗନ୍ନାଥ

କଲ୍ୟାଣ କରନ୍ତୁ

ସଦା ତୁମ ଚଲାପଥେ

ଏତିକି ପ୍ରାର୍ଥନା କରେ

ଜିଇଁ ଥିବା ଯାଏ

ଏଇ ଦୁନିଆରେ ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational