Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gupteshwar Nanda

Comedy

3  

Gupteshwar Nanda

Comedy

ମୁର୍ଖ

ମୁର୍ଖ

1 min
4.8K



ମୁର୍ଖ (ବ୍ୟଗଂ କବିତା)


ମୁର୍ଖକୁ ଲାଗୁଛି ଏବେ ତା'ପାଳି

ଜାଣେନାହିଁ ସିଏ, ଅଟେ କାପାଳୀ ।

ଆକଟ କରିଲେ ଯାଉଛି ଜଳି

ମଣିଷକୁ ଭାବେ ତା'ଦେହ ମଳି ।

କଥାରେ ସେ ମହାବଳି

ସଂସାର ରଥକୁ କୁ ଭାବେ ସେ କଳି(କଢ)

ତା'ସମୟ ଚକେ ହୋଇବ ଦଳି ।

ମନେ ମନେ ହୁଅ ଭାଳି

ସିଏ ତ ପାଇବ ତା କର୍ମ ର ଫଳ

ଶିଖାଇଛି ଚାଟଶାଳି ।

ଆକଟ ନ କରି ଦେଲେଟି ତାଳି

ମୁର୍ଖ ହେଉଥିବ ସେଥିରେ ଭାଳି ।

କାହିଁ ହେବ ତୁଛ୍ଛେ କଳି ......

ଆମର କଣଟା ଯିବକି ସେଥିରେ

ତା'ଭବିଷ୍ୟ ଯାଉ ଜଳି ।

ସ୍ତ୍ରୀ କୁ କହୁ ସେ ଶାଳୀ

ତା'ହାତେ ଛାନ୍ଚୁଣୀ ଦେଖିଲେ ଜାଣିବ

ମୁର୍ଖତା କୁ ଖାଏ କାଳୀ ।


Rate this content
Log in

Similar oriya poem from Comedy