ଆମେ ସବୁ କଢ଼ି
ଆମେ ସବୁ କଢ଼ି
ଆସ ଆସ ପିଲା ମାନେ
ଯିିବା ପାଠ ପଢ଼ି
ପାଠ ପଢ଼଼ି ଫୁଲ ହେବା
ଆମେ ସବୁ କଢ଼ି ।
ଜ୍ଞାନ ପାଇ ଫୁୁୁଲ ପରି
ବାସ କୁୁ ବିତରି
ସଭିଏଁ ହେବାରେ ଆମେ
ପ୍ରିୟ ଯେ ସବୁରି ।
ନିରଳଶ ହୋଇ ଆମେ
କାମ ଯେ କରିବା
ଦେଶ ମାଁଁର ଉନ୍ନତିକୁ
କେହି ନ ଭୁଲିବା ।
ଜାତି, ଧର୍ମ ,ଭାଷା ଠାରୁ
ରହିବା ଉର୍ଦ୍ଧ୍ଵରେ
ଭାରତୀୟ ଭାବେ ନାମ
କରିିିିବା ଧରାରେେ ।
ମିଳିମିଶି ଚଳିିିିିିବାରେ
ଭାଇ ଭାଇ ହୋଇ
ଆମ ଦେଶୁୁଁ ଶତ୍ରୁ ମାନେ
ପଳାଇବେ ଧାଇଁ ।