Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Gupteshwar Nanda

Classics Inspirational Children

3  

Gupteshwar Nanda

Classics Inspirational Children

ଆମେ ସବୁ କଢ଼ି

ଆମେ ସବୁ କଢ଼ି

1 min
217


ଆସ ଆସ ପିଲା ମାନେ 

   ଯିିବା ପାଠ ପଢ଼ି 

ପାଠ ପଢ଼଼ି ଫୁଲ ହେବା 

   ଆମେ ସବୁ କଢ଼ି ।

ଜ୍ଞାନ ପାଇ ଫୁୁୁଲ ପରି 

   ବାସ କୁୁ ବିତରି 

ସଭିଏଁ ହେବାରେ ଆମେ  

    ପ୍ରିୟ ଯେ ସବୁରି ।

ନିରଳଶ ହୋଇ ଆମେ 

    କାମ ଯେ କରିବା 

ଦେଶ ମାଁଁର ଉନ୍ନତିକୁ 

    କେହି ନ ଭୁଲିବା ।

ଜାତି, ଧର୍ମ ,ଭାଷା ଠାରୁ 

    ରହିବା ଉର୍ଦ୍ଧ୍ଵରେ 

ଭାରତୀୟ ଭାବେ ନାମ 

     କରିିିିବା ଧରାରେେ ।

ମିଳିମିଶି ଚଳିିିିିିବାରେ 

     ଭାଇ ଭାଇ ହୋଇ 

ଆମ ଦେଶୁୁଁ ଶତ୍ରୁ ମାନେ 

     ପଳାଇବେ ଧାଇଁ । 



Rate this content
Log in