STORYMIRROR

Gupteshwar Nanda

Classics Fantasy

4  

Gupteshwar Nanda

Classics Fantasy

ସତେ ତ ଇଟା ବନେ ହେତା

ସତେ ତ ଇଟା ବନେ ହେତା

1 min
355

 

ଯଦରି ଋତୁ ବଦଲିଲା ବାଗିର

        ଜୀବନଟା ବଦଲୁଥିତା 

ହେନ୍ତା ହେଲେ କଷ୍ଟ କମିଯାଏତା 

        ମୁନୁଷ୍ ଜୀବନ ଅଏନ୍ ଲାଗତା 

         ସତେ ତ ଇଟା ବନେ ହେତା ।

ଯଦରି ଶରାବନର୍ ଝକେର୍, ଜୀବନର୍ 

        ସବୁ ଦୁଖ୍ ଧୁଇ ନେତା 

ହେନ୍ତା ହେଲେ ମୁନୁଷ୍ ଟିକେ ସୁଖ୍ ପାଏତା 

        ଜୀବନ୍ ଟା ତ ଶିଆଁତ୍ ଲାଗତା 

         ସତେ ତ ଇଟା ବନେ ହେତା ।

ଯଦରି ବସନ୍ତର ପତରଝଡା ବାଗି 

         ମୁନଷର ବଏସ ନି ଝଡତା 

ହେନ୍ତା ହେଲେ ଜିଇଁବାର ଆଶ୍ ବଢିଯାଏତା 

         ସଧାବେଲେ ଊଷତ୍ ଲାଗତା 

         ସତେ ତ ଇଟା ବନେ ହେତା ।

ଯଦରି କଲାବାଦଲ ମାଲମାଲ ହେଇ 

         ଆକାଶ କେ ନି ଢାପତା

ହେନ୍ତା ହେଲେ ଦୁଖ ଆମକେ ନି ଛିଁତା 

         ଚେହେରା ସବୁ ହଁସୁଥିତା 

         ସତେ ତ ଇଟା ବନେ ହେତା ।


    


Rate this content
Log in

Similar oriya poem from Classics