STORYMIRROR

Titu Sahu

Classics

3  

Titu Sahu

Classics

ଆଇନା

ଆଇନା

1 min
219



ଆଇନା ଆଗରେ

ପଚାରେ ମୁଁ ଥରେ ଥରେ

ବୟସ କେତେ ମୋର 

କୁହ ଥରେ

ଯେତେବେଳେ ସେ କୁୁୁହେ

ମନ ଦୁଃଖ ହୁଏ

ଭାବେ ସେ ମିିିଛ କହୁଛିି

ମୋ ବୟସ କେତେ ମୁଁ    ଯାଣିଛି

ତଥାପି ବୁଝେନା ମନ

ବାରମ୍ବାର ପଚାରେ ପ୍ରଶ୍ନ

ଆସେନି ତା ଉତ୍ତରରେ ପରିଵର୍ତନ

ଆଇନା ଏମିତିି ଜଣେ

ସେ ସତ ହିଁ ଯାଣେ

ପାର୍ଥକ୍ୟ ନ ଥାଏ କାଲି ଆଜି ରେ

ତଥାପି କାଲି ଶିଶୁ ଆଜିି ଯୌବନ ରେ




Rate this content
Log in

Similar oriya poem from Classics