STORYMIRROR

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ମୁକ୍ତି ପଥ

ମୁକ୍ତି ପଥ

1 min
178


ବସିଥା ଠାକୁରେ  ତୋ ଶିରୀ ମନ୍ଦିରେ

    ସିଂହ ଦୁଆରକୁ ଖୋଲି 

ଆଖିରେ ମୋ ନାଚୁ ତୋ ଚକାନୟନ 

   ପ୍ରାଣ ଯାଉ ମୋର ଚାଲି ।

ଖଇ କଉଡ଼ିର ସାଥେ ଝରିପଡୁ

  ମହାନାମ ରାମ ସତ୍ୟ

ସଂସର୍ଗୁ ବିଭୂତି ତୁଳସୀ ଦୟଣା

  ପାଦପଦ୍ମ ଆଜ୍ଞା ପୁଷ୍ପ ।

ମିଶୁ ମର ଦେହ ସରଗ ଦୁଆରେ

   ମହାଭୂତେ ପଞ୍ଚତତ୍ତ୍ୱ

ମରଣ ବି ସତ୍ୟ ସତ୍ୟ ଜଗନ୍ନାଥ

  ବ୍ରହ୍ମେ ଲୀନ ମୁକ୍ତି ପଥ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics