STORYMIRROR

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ଜୟ ମାଆ

ଜୟ ମାଆ

1 min
145

ଥରେଟିଏ ମାଆ ନେବୁକି କୋଳେଇ 

       ରଖିବୁ ପଣତ ତଳେ 

ସେପଣତ ଧରି ଚାଲୁଥବି ମୁହିଁ 

     ଛାଡିବିନି କେତେବେଳେ ।।


  ଝାଡିଝୁଡି ଦେବୁ ତୋ ହାତ ପରଶେ 

    ପଣତରେ ପୋଛି ମୁହଁ 

ଝରି ପଡୁଥିବ ଅମାନିଆ ଲୁହ 

    ଭାଙ୍ଗି ପଡୁଥିବ କୋହ ।।


ଭାରି ଇଛା ମାଆ ତୋହରି ଚରଣେ 

     ଥରେଟିଏ ଯାଏ ଶୋଇ

ନ ଭାଙ୍ଗୁ ସେ ନିଦ ନ ପାଉ ସେ ରାତି

    ତୁ ଥିବୁ ଚାହିଁ ।।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍