STORYMIRROR

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ସ୍ୱପ୍ନ

ସ୍ୱପ୍ନ

1 min
137


ତୁମେ ଯେମିତି ଦେଖାଉଥାଅ 

ମୁଁ ସେମିତି ଦେଖୁଥାଏ

 ସ୍ୱପ୍ନ ଉପରେ ଅଧିକାର ନଥିଲେ ବି

ଅନୁଭୂତି ରେ ଦେଇଦିଅ

ଆନନ୍ଦ ଆଉ ବିଷାଦ 

ସୁପ୍ତ, ଜାଗ୍ରତ ରେ

ସ୍ୱପ୍ନ ଏକ ତୁମେ ରଚିଥିବା 

ସୁନ୍ଦର ଖେଳ 

କାହିଁକି ନା ସ୍ୱପ୍ନ ରେ 

ଏମନ ଚଳଚଞ୍ଚଳ 

କିଛି ଅଂଶ ଖେଳିବା ପାଇଁ 

ଜାଗ୍ରତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍