Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ଗଛ

ଗଛ

1 min
130



ନାଆଁ ଟି ମୋର ଗଛ 

ନାଆଁ ମୋ ଆଗ ପଛ

ଚାରିଆଡକୁ ହାତ ମୋ ଥାଏ 

ନିଏନି କେବେ ଲାଞ୍ଚ ।


ମୋ ଡାଳ ଛାଇ ଯାଇଛି 

ବାଣ୍ଟେନି ଭାଗ ମାପ 

ମୋ ଡାଳକୁ ଯିଏ ମାରିବ ଚୋଟ 

ଲାଗିବ ବଡ ପାପ ।


ହାତୀ ଛୁଆଟି ଖାଇବା ପାଇଁ 

ଭାଙ୍ଗେ କଅଁଳ ଡାଳ 

ମାଙ୍କଡ଼ ଖେଳେ ଡେଇଁ ଡେଇଁ କା 

ଦିଏ ଆହାର ଫଳ ।


ମଣିଷ ଭାଇ ମୋ ଗଣ୍ଡି ନେଇ 

ତା ଘର କରିଥାଏ 

ତଥାପି ତାର କାମନା ବଢେ 

ଗଛକୁ ହାଣୁ ଥାଏ ।


ଶୁଖିଲା ପତ୍ର ଜାଳେଣି ପାଇଁ  

ଯୋଗାଇ ଦିଏ ମୁହିଁ 

ଖରା ବରଷା ଆସରା ବେଳେ 

ମୋ ମୂଳେ ଯାଏ ଶୋଇ ।


ତଥାପି ତାର କାମନା ବଢେ 

ଗଛକୁ ହାଣୁ ଥାଏ 

ଜଙ୍ଗଲ ରକ୍ଷା ଆମ ସୁରକ୍ଷା 

ବୁଝି ନପାରେ ସିଏ ।


ମଣିଷ ଭାଇ ନକର ତୁମେ 

ଏପରି ଅପରାଧ 

ଗଛ ଲଗାଅ ଖୁସି ରେ ରୁହ 

ନ ଶୁଣ ଅପ ବାଦ।



Rate this content
Log in