STORYMIRROR

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ହେ ଦେବୀ ମାଆ

ହେ ଦେବୀ ମାଆ

1 min
190


ଶରତ ଆସିଲେ ହସ ଭରେ ଦେହେ 

ଅଭିଶାପ କିବା ବରଦାନ 

ରାଜକୁମାରର ପ୍ରେମରେ ପଡି ମୁଁ 

ପ୍ରତିକ୍ଷାରେ ଥିଲି କନ୍ୟା ରତନ ।


ଅଳପ ଦିନର ଗଳପ ଜୀବନେ

ପ୍ରେମରେ ବିଚ୍ଛେଦ ମୋ ପାଇଁ ଥିଲା 

ଶରତ ଆସିଲେ ମରତେ ଆସିବି 

କାଶତଣ୍ଡୀ ନାମ କିଏ ମୋ ଦେଲା 


ଦେବୀ ଆଗମନେ ମୋ ମନ ଚଞ୍ଚଳ 

ମୋ ଦୁଃଖ ଜାଣିଛି ଦୂର୍ଗତୀ ମାଆ 

ତା ପାଦ ପରଶେ ମୋ ଜୀବନ ଧନ୍ୟ

ଶରତର ଅନ୍ତେ ବୁଡିବ ନାଆଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍