Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

ନିଃଶବ୍ଦ ଆଳାପ

ନିଃଶବ୍ଦ ଆଳାପ

1 min
127



କାହିଁକି କେଜାଣି 

ସ୍ୱପ୍ନରେ ଭିଜୁଥିବା ମଣିଷ ଟି

ବାସ୍ତବର ରୂପ ରେଖାକୁ ମନ ବଳାଇ 

ଦେଇ ଦେଲା ମନର ବେଦନା 

ମାଗି ବସିଲା ପ୍ରୀତି ଭିକ୍ଷା ।

ଅଦୃଶ୍ୟ ବନ୍ଧନ ଅତୃପ୍ତ 

ପ୍ରତିକ୍ଷା ରେ ଜଳିଜଳି 

ପାଲଟି ଗଲା ପାଷାଣି ଅହଲ୍ଯା 

ନିରବତା କୁ ଶୋଷି ନିଏ 

ଖରା ବରଷା ର, 

ୠତୁ ପରିବର୍ତ୍ତନ 

ଚିହ୍ନା ଦର୍ପଣ ରେ ଅଚିହ୍ନା ମୁହଁ 

ପରି ତୁମ ରି ପାଖରେ ।

ସତରେ ଏସମ୍ପର୍କରେ 

ଧରି ଥାଅ ପ୍ରତାରଣା ର 

ଚାଦର ।


Rate this content
Log in