Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Fantasy

3  

Smitarani Barik

Fantasy

ମୁଁ କବିତା ଲେଖାରେ ହିଁ ଖୁସି ପାଏ

ମୁଁ କବିତା ଲେଖାରେ ହିଁ ଖୁସି ପାଏ

1 min
206



       ଲେଖୁଛି ପୁଣି କବିତା

ଶବ୍ଦ କୁ ସାଉଁଟି ଶବ୍ଦକୁ ସଜେଇ

      ଲେଖୁଛି ଭାବର କଥା ।

       

ତୁଷାର୍ତ୍ତ ପରି ଶବ୍ଦ କୁ ଖୋଜୁଛି

    ନିଜ ଭାବନା ରାଜ୍ୟରେ

ଯାଯାବର ପରି ଘୁରି ବୁଲୁଅଛି

      ସୁନ୍ଦର ଶବ୍ଦ ପଛରେ।


ସୁନ୍ଦର ଶବ୍ଦ କିଛି ପାଇଗଲେ

       ଖୁସିରେ ମୁଁ ନାଚିଯାଏ

ମୋର ଭାବନାର କବିତା ଗଳ୍ପରେ

        ଶବ୍ଦକୁ ମୁଁ ଖଞ୍ଜିଦିଏ ।


କବିର ମନକୁ ଭାବୁଛି ବା କିଏ

     ଭାବନାରେ ଭାସୁଥାଏ

ପ୍ରଶଂସା ଟିକିଏ ପାଏ କି ନପାଏ

    ମୁଁ କବିତାଲେଖାରେ ହିଁ ଖୁସିପାଏ ।

     


Rate this content
Log in

Similar oriya poem from Fantasy