Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhulita Nayak

Abstract

4  

Madhulita Nayak

Abstract

ମୋ ଗାଁ

ମୋ ଗାଁ

1 min
196



ମୋ ଗାଁ ଟି ବଡ ସୁନ୍ଦର

ସଅଁରା ଅଟେ ଯେ ନାମ ତାହାର,

ଲୋକ ଅଛନ୍ତି ପାଞ୍ଚ ହଜାର

ମିଳି ଚଳନ୍ତି ଚାରିବର୍ଣ୍ଣର ।


ଗ୍ରାମଦେବତୀ ମା ଛୁଣୁଛୁନେଇ

ଗ୍ରାମ ମୁଣ୍ଡେ ଛନ୍ତି ଉଭା ହୋଇ,

ମହାଦେବ ଯେ ବାଲୁଙ୍କେଶ୍ୱର

ଗୁହାରୀ ଶୁଣନ୍ତି ସମସ୍ତଙ୍କର ।


ବାର ମାସରେ ତେର ପରବ ପାଳନ୍ତି

ଗ୍ରାମର ବାସିନ୍ଦା ମିଶି

ଗଣେଶ ପୂଜା, ସରସ୍ବତୀ ପୂଜା

ଲକ୍ଷ୍ମୀ ଆଉ ଦୁର୍ଗା ପୂଜା ହୋଇ ହସ ଖୁସି ।


ରାହସ ବେଳରେ ରାହସ ବୋଲନ୍ତି

ଲଗାଇ ବିଦ୍ୟୁତ ଯନ୍ତ୍ର,

ପୂଜକ ଆସିନ ପୂଜା କରିଥାନ୍ତି

ବୋଲିକି ଦେବା ଦେବୀ ମନ୍ତ୍ର ।


ଗାଁ ପରିମଳ ଧୋବା ତୁଠରୁ ଯେ

ଗାଁ ମୋର ନିରୀମଳ

ଗାଁ ଲୋକ ମିଶି 

ଗାଁ ପରିବେଶ ରଖନ୍ତି ସଫା ସୁତର ।


Rate this content
Log in

Similar oriya poem from Abstract