Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhulita Nayak

Abstract

4  

Madhulita Nayak

Abstract

ହେ ଶୀତ

ହେ ଶୀତ

1 min
241


ହେ ଶୀତ

ତୁମ ଆଗମନେ ଆଜି

ଧରl ପୃଷ୍ଠ 

ପ୍ରଫୁଲିତ

ଯୋଛନା

ପୁଲକିତ

କେଳି

ଆଗ୍ରହରେ 

ପ୍ରସ୍ଫୁଟିତ...


ହେ ଶୀତ

ତୁମ ସ୍ପରସରେ ଆଜି

କାକର ର

ଆବରଣ 

ଭରେ ଦେହେ

ଶିହରଣ 

ବହିଯାଏ

ଶୀତଳ ସମୀରଣ....


ହେ ଶୀତ

ତୁମେ ଛୁଇଁ ଗଲା ପରେ

ବଗିଚାର ଆଭା

ରଙ୍ଗାୟିତ

କୁମାରିର ଗଭା

ସୁଶୋଭିତ

ଚପଳା ର ଶୋଭା

କରେ ସମ୍ମୋହିତ....


ହେ ଶୀତ

ତୁମ ଶିଶିର ର ଚୁମ୍ବନରେ

ଗାଲିଚା ରଙ୍ଗେ ଚମକର

ସୁଭ୍ରତା

ସୁରୁଜର ମୁରୁଜରେ

ଶିଥିଳତା

ଭ୍ରମର ଆନନ୍ଦରେ

ମୋହିତା...


ଜୀବନର ସତରଙ୍ଗ

ବାର ବରଷର

ଛ ଟି ଋତୁରେ

ସୁଖେ ଦୁଖେ କବଳିତ

ସବୁ ସମୟରେ 

ହାତେ ହାତ ରଖି

ଚାଲିବା ଅହେ

ସଂଗାତ...।


Rate this content
Log in

Similar oriya poem from Abstract