Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Pattanaik

Children

3  

Rajesh Pattanaik

Children

ମୋ ବିଦ୍ୟାଳୟ

ମୋ ବିଦ୍ୟାଳୟ

1 min
212



ଆମ ବିଦ୍ୟାଳୟ ଆମରି ଘର

ତାହାର ସଭିଏ ଯତନ କର ।।

ପରିବେଶ ତାର ସୁନ୍ଦର କର 

ଏହି ଘର ପରା ଆମ ମନ୍ଦିର ।।

ଆମ ଶୌଚଳୟ ସଫା ରଖିବା

ବାହାରକୁ ଆମେ କେବେ ନ ଯିବା ।।

ଖାଇବା ଆଗରୁ ହାତ ଧୋଇବା

ସ୍କୁଲ୍ ଚାରିପଟ ସଫା କରିବା ।।

ଫୁଲ ବଗିଚା ଯତନ କରିବା

ନିତି ଦିନ ଯେ ପାଣି ତ ଦେବା ।।।

ମଧୁ ବାବୁ ଭଳି ମଣିଷ ହେବା

ଗୋପବନ୍ଧୁ ଭଳି ସେବା କରିବା ।।

ଗୁରୁଜନ କଥା ଆମେ ମାନିବା

ପ୍ରତିଦିନ ଆମେ ସ୍କୁଲ୍ ଆସିବା ।।

ସମସ୍ତେ ପଢିବା ସମସ୍ତେ ବଢିବା

ଦେଶକୁ ଆମ ଆଗକୁ ନେବା  ।।

ଆସରେ ପିଲାଏ ପାଠ ପଢ଼ିବା

ସୁନ୍ଦର ଦେଶ ଆମେ ତୋଳିବା ।।।।


Rate this content
Log in

Similar oriya poem from Children