STORYMIRROR

Rajesh Pattanaik

Inspirational

3  

Rajesh Pattanaik

Inspirational

ମା'

ମା'

1 min
209

ମାଁର୍ ଡ଼ାକ୍ କେଡେ ମଧୁର୍ ଲାଗ୍ ସି

ନାଇଁ ଯାନିପାରନ୍ ସଭେ

ତାର୍ ବାଗିର୍ ସରବ୍ ସହିନି

ନାଇଁ ଦେଖି ପାର କେଭେ ।।


ସଵୁ ଦୁଖ୍ କେ ନିଜେ ସହେସି 

ନାଇଁ କହେ କେଭେ କିଛି

ସବୁ ଅର୍ ଦଲି ନିଜର୍ କର୍ ସି

ନିଝର୍ ଲହ କେ ପୁଛି ।।


ଗେଲେହି ଝି ଟେ ଥିସି ଦିନେ

ମା' ଘରର୍ ସେ ଝି

ଶାଶ୍ ଘରର୍ ବହ ହେଇଛେ ଆଏଜ୍

ନାଇଁ କର୍ ବ ମାଁ କେ ଛି ।।


ମାଁର୍ ମମ୍ ତା' କେହି ନାଇଁ ଵୁଝନ୍

କେନ୍ ଥେଇ ସମ୍ ଲେଇ ପାର୍ ସି

କେନୁ ପାଏସି ଏତ୍ କି ତାକତ୍

ମାହାପୁରୁ ମିତାର୍ ଲାଗ୍ ସି ।।


ମା' କେ ଯିଏ ନାଇଁ ଚିହ୍ନିପାରେ

ନାଇଁ ହେଇପାରେ ମୁନ୍ ଷ

ତାର୍ ବାଗିର୍ ମୁରୁଖ୍ ମାନେ

 ଆନ୍ ତ ବନ୍ ମୁନୁଷ୍  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational