ସ୍ୱାସ୍ଥ୍ୟ
ସ୍ୱାସ୍ଥ୍ୟ
ସ୍ୱାସ୍ଥ୍ୟ ଆମର ଅମୂଲ୍ୟ ଧନ
ଆସ କରିବା ତାର ଯତନ।
ମାନଵ ଜୀବନ ପ୍ରଭୁଙ୍କ ଦାନ
କରିବା ତାଙ୍କ ନୀତିଜେ ଧ୍ୟାନ ।
କରୋନା ସମୟ ଚାଲିଛି ଆଜି
ଲଢ଼ିବା ତା ସଙ୍ଗେ ସଂଗ୍ରାମୀ ସାଜି ।
ହାତକୁ ଧୋଇବା ଥରକୁଥର
ସବୁନୁରେ ହାତ ଧୁଅ ବାରମ୍ବାର ।
ମାସ୍କ ଲଗାଇ ବାହାରକୁ ଯାଅ
ଦୁରେ ଦୁରେ ରହି କଥାଯେ ହୁଅ ।
ଘର ଦୁଆରକୁ କର ପରିଷ୍କାର
ନ ହେଲେ ପଡିବ ନିଶ୍ଚେ ବେମାର ।⁹
ଦେଶୁ ଯିବ ଏବେ କରୋନା ଚାଲି
କରୋନା ଟୀକା ତ ମୁଁ ବି ଦେଲି ।
ଏ ଟୀକା ଦେବାକୁ ଡରିବ ନାହିଁ
ଭଲ ଏହା ଯାଣ ତୁମରି ପାଇଁ ।
ଏ ଦେଶରୁ ଯାଉ କରୋନା ଭୟ
ଏତିକି ମାଗୁଣି ହେ ଦୟାମୟ ।