Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Abstract Classics Inspirational

4.0  

Prahallad Sahoo

Abstract Classics Inspirational

କିଏ କାହାର

କିଏ କାହାର

1 min
150


ଜନ୍ମ, ମୃତ୍ୟୁର 

ନା, ମୃତ୍ୟୁ ଜନ୍ମର ?


କର୍ମ, ଭାଗ୍ଯର 

ନା, ଭାଗ୍ଯ କର୍ମର ? 


ଯନ୍ତ୍ରଣା, ଅଘଟଣର

ନା, ଅଘଟଣ ଯନ୍ତ୍ରଣାର ?


ସୁଖ, ଆତ୍ମ ବିଶ୍ୱାସର

ନା, ଆତ୍ମ ବିଶ୍ୱାସ ସୁଖର ?


ଭକ୍ତି, ଅନ୍ତର ଆତ୍ମାର

ନା, ଅନ୍ତର ଆତ୍ମା ଭକ୍ତିର ?


ଈଶ୍ବର, ସମର୍ପଣରେ

ନା, ସମର୍ପଣ ଈଶ୍ବରଙ୍କର ?


ଖୁସି, କର୍ମ ସମ୍ପାଦନରେ

ନା, କର୍ମ ଖୁସି ଭିତରେ ? 


ବନ୍ଧୁତା, ଆଦାନ-ପ୍ରଦାନରେ 

ନା, ଦେବା-ନେବାରେ ବନ୍ଧୁତା ? 


ଉନ୍ନତି, ଆତ୍ମ ବିଶ୍ୱାସରେ

ନା, ବିଶ୍ୱାସ ଉନ୍ନତିରେ ? 


ଶ୍ରେଷ୍ଠତା, ତ୍ଯାଗରେ 

ନା, ତ୍ଯାଗର ଶ୍ରେଷ୍ଠତା ? 



Rate this content
Log in

Similar oriya poem from Abstract