Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Romance Fantasy

4.0  

Prahallad Sahoo

Romance Fantasy

ଖାଲି ପ୍ରତିଶୃତି

ଖାଲି ପ୍ରତିଶୃତି

1 min
129


ତୁମ ପ୍ରତିଶୃତିରେ ପ୍ରତିଶୃତିବଦ୍ଧ ମୁଁ

ଉପେକ୍ଷା କରିପାରିନାହିଁ ତୁମକୁ

ଏବେ ବି ସେମିତି ପଡିଛି ଖାଲି ସ୍ଥାନ

ତୁମ ଅପେକ୍ଷାରେ ନଦୀ ପଠା ବାଲିତୁଠ

ଧିରେ ଧିରେ ହୋଇଗଲେଣି ଶୁଷ୍କ, ଅବଷର୍ଣ।

ପ୍ରତାରଣା ଦେଇଥିଲେ ତୁମେ ଅବା

ବୁଝେଇ ଦେଇଥାନ୍ତି ଏ ଅବଶ ମନକୁ

ପଥହରା ବାଟୋଇଟିଏ ହୋଇ କି ଲାଭ

ଆଉ କଣ ଫେରିବନି ସେହି ସହକାରକୁ?

ତୁମେ ଅଫେରା ପଥିକଟିଏ ପରି

ଆଉ କାହା ହୃଦୟ ରାସ୍ତାର ବିଦ୍ଯମାନ

ତୁମ ଫେରିବା ପଥକୁ କେତେକାଳ ଚାହିଁବି

ଭରିଦିଅ ମୋ ବୁକୁ ତଳର ଖାଲି ସ୍ଥାନ।

ମହମ ପରି ଶୁଭ୍ର ଥିଲା ସେ ପ୍ରେମ

ଚିରସ୍ରୋତା ନଦୀ ପରି ପ୍ରବହମାନ

ସେ ତରଳ ପ୍ରେମ ଆଜି ଗରଳ ପ୍ରାୟ

ସେ ପ୍ରେମର ସ୍ଥିତି ଏବେ ଖାଲି ସ୍ଥାନ।



Rate this content
Log in

Similar oriya poem from Romance