STORYMIRROR

prafulla Kumar tripathy

Romance

3  

prafulla Kumar tripathy

Romance

ଇଛ୍ଥା ହୁଏ ମୋର

ଇଛ୍ଥା ହୁଏ ମୋର

1 min
367


ତୁମେ ଯେତେ ବେଳେ

ଚଉରାମୂଳରେ ସଂଜ ବତୀଟିଏ ଦିଅ

ଓଢଣା ଭିତରେ ଲୁଚି ରହିଥାଏ

ତୁମର ସେଇ ସୁନ୍ଦର ମୁହଁ।

ଇଛ୍ଥା ହୁଏ ମୋର ତୁମ ପାଖେ ଯାଇ

ତୁମ ସଙ୍ଗେ କଥା ହେବି

ଅତି ସରଗରେ ତୁମର ସ୍ନେହର

ତୁମ ଛବି ଆଙ୍କି ଦେବି।

ଦେଖିବି ତୁମର ଲାଜୁଆ ମୁହଁଟା

ଲାଜେଇ ଗଲାକି ପଡି

ରାଗି କରି ତୁମେ ମୋହରି ମୁହଁକୁ

ଚାହିଁ ରହିଥିବ କି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance