STORYMIRROR

Prafulla Kumar Tripathy

Abstract

3  

Prafulla Kumar Tripathy

Abstract

ଗେଲ୍ଲୀ ଝିଅ

ଗେଲ୍ଲୀ ଝିଅ

1 min
184

ଏଇତ ଦିଶି ଯାଉଛି ଆଖିରେ ମୋର 

ଝିଅଟିର ପିଲାଦିନ କେମିତି ଭାବେ 

ବିତି ଯାଉଥିଲା ଅତି ଗେଲ ବସରରେ 

ଆଜି ଯେତେ ବେଳେ ଝିଅଟି 

ପରି ବର୍ତ୍ତୀତ ହେବ ନାରୀ ରୂପରେ 

ସେତେବେଳେ......

ତାର ପରିଚୟ ଆଉ ସ୍ୱାଭିମାନ ମଝିରେ 

ତାର ଭୂମିକା ଆଉ ଭାଗ୍ୟ 

ଆପେ ଆପେ ବଦଳି ଯିବ।

ସେଇ ଗେଲ ବସର ଝିଅଟି 

ଥରେ ଭାଗ୍ୟ ସାଙ୍ଗରେ ସବୁଦିନ ଲାଗି 

ସନ୍ଧି ସ୍ଥାପନ କରି ସାରିବା ପରେ 

ବେଳେ ଅବେଳେ ନିର୍ବ ଶେଷରେ 

ପିଛିଲା ଦିନରେ ମଧୁ ଭିଜା ସ୍ମୁତିମାନ 

ତାକୁ ବିବୃତି କରନ୍ତି ଯେତେ ବେଳେ 

ସିଏ କହେ ?

ଚୁପ ହୋଇଯାଅ ତୁମେ ମନେ 

ମୁଁ ଆଉ ବର୍ତମାନ ସେଇ 

ଗେଲ ବସର ଝିଅ ନୁହେଁ!

ମୁଁ ଏବେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract