STORYMIRROR

Tankadhar Majhi

Action Inspirational Others

4  

Tankadhar Majhi

Action Inspirational Others

ଇଛା ନାଇଁ ମରେ

ଇଛା ନାଇଁ ମରେ

1 min
88

ଇଛା ନାଇଁ ମରେ 

ଗୁଲାମ ହେବା ପଛେ କାହାର ଘରେ

ପେଟ ଭରି ସପନ ପୁରା କରବା ତକ

ଛନ୍ଦ କପଟର ବୋଝ ବୁହିବା ପଛେ

କେବେ ନମକ ହାରାମ ନାଇଁ ହୁଏ 

ଭୋକ୍ ନୁ ଜିତବାର ତାକତ ଥିବା ତକ

ଫେର ବି ଇଛା ନାଇଁ ମରେ !


ଇଛା ନାଇଁ ମରେ 

ଉଡ଼ି ନାଇଁ ପାରଲେ ମନ ଦୁଃଖ ନାଇନ

ଆକାଶେ ଚେରେ କେ ଦେଖି କରି ଜିଁବା

ସକାଳୁ ବେଳ ବୁଡ଼େ ସପନ ପୁରା କରବା

ଯେ ଜାଣା କହେଲେ ବି ଘମଣ୍ଡ ନାଇଁ କରେ

ସାହାରା ମାଗବା ପଛେ କେନ ବାଟ ଦୁଆରେ

ହେଲେ ଇଛା କେବେ ନାଇଁ ମରେ !


ଇଛା ନାଇଁ ମରେ

କେନ୍ତା ଆଗକେ ବଢି଼ ପାରସନ ଯେ ଲୋକ 

ଗରୀବ ଲୁକର ଗୋଡ଼ ଘିଚି ଟଁଟି ଚିପି କରି

ମୁନୁଷ ଅ ତମେ କେନ୍ତା ଖୁସି ହେଇପାରବ

ମୁଠେ ଖାନା ନି ପାଉଥିବା ଭୁଖା ପେଟ ଦେଖି

ଚାପି ହେଉ ଥିବା ପଛେ ଉଠବା କେ ନାଇ ଛାଡ଼େ

ହେଲେ ଜିତବା ଲାଗି ଇଛା ନାଇଁ ମରେ ! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action