ହରର.....
ହରର.....
କିଛି ଅନୁଭୂତି ଜୀବନର
ମନେ ପଡେ ଯେବେ.....
ଲାଗେଯେପରି ସତରେ
କେତେ ଭୟାଭୟ ଥିଲା ସମୟରେ I
ନିଜସ୍ୱ ଏହା କାଳ୍ପନିକ ନୁହେଁ
ଜେଜେ ଆଈମା' କାହାଣୀ ବି ନୁହେଁ
ପିଲାଦିନର ସେହି ତୋଟାବଣ
ଦେଖିଲେ ମନରେ ହୁଏ ଭୟ ଜାଗରଣ I
ସମୟ ଥିଲା ରାତି ଦଶଟା
ଦୁର୍ଗା ପୂଜା ନବମୀ ଥିରେ ସମୟ
ଯାତ୍ରା ଦେଖି ଫେରୁଥିଲୁ ସାଥି ପରିବାରେ
କକେଇ ଥିଲେ ସାଥିରେ ଆମର
ଘର ପାଖରୁ ଥିଲା ଜଙ୍ଗଲ କିଛିଟା ଦୂର I
ସର୍ବେ ଜାଣୁ ଏହି ଜାଗା କିଛି ମରାଖଇର
ଭୁତ ପ୍ରେତ ଡାହାଣୀର ଅଟେ ନିଜ ଘର
ତଥାପି କକେଇ କହିଲେ ଡରନି ରେ ପିଲେ
ଏଜେଉଁ ଶବ୍ଦ ଶୁଣୁଛ, ସେ ଅଟେ ମାଙ୍କଡ଼ର କିଂକାର I
ଡାଳ ଭାଙ୍ଗି ଦୁଇ - ତିନି ପଡିଗଲା ତଳେ
ଆଗେ ଆଗେ ଚାଲିଲା ସେ ନ ଚାହିଁ ପଛକୁ
ଆମ୍ଭେମାନେ ଚାଲିଲୁ ନ ଡରି ଆଗକୁ
କିଛି ଦୂର ଗଲାପରେ ଆଦୁରଶ୍ୟ ସେ ହେଲା
ଆମ୍ଭେମନେ ଏକଜୁଟ ହୋଇ ଆଶ୍ଚର୍ଯ୍ୟ ହୋଇଲୁ I
ଘର ପାଖେ ପହଂଚି କାକେଇ ହୋଇ ଗଲେ ଥକ୍କା
ଅବିସ୍ମରଣୀୟ "ହରର " ସେ ମନେରେ ଟାଣିଛି
ଆଜି ଅଭୁଲା ଏକ ସ୍ମୃତି ରେଖା......... I
