Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALITA MOHAN DASH

Abstract Classics Inspirational

3  

LALITA MOHAN DASH

Abstract Classics Inspirational

ହକି ଖେଳ

ହକି ଖେଳ

1 min
207


ହକି...ହକି....ହକି....ହକି,

ହକି...ହକି....ହକି....ହକି,

ଆମ ଓଡ଼ିଶାରେ ଜମୁଛି ହକି ।


ହକି ଆମ ଗରବ ଆମରି ଗୌରବ

ଭାରତ ଗାରିମା ଧରିଛି ରଖି,

ହକି........

ଆମ ଓଡ଼ିଶାରେ ଜମୁଛି ହକି ।


ପ୍ରେମରେ ଲଢିବା ପ୍ରେମରେ ଜିତିବା

ହକି ହେଇଯିବ ପ୍ରେମର ସାକ୍ଷୀ,

ହକି........

ଆମ ଓଡ଼ିଶାରେ ଜମୁଛି ହକି ।


ଓଡ଼ିଶାର ମାଟି ଭିଜୁଛି ସ୍ୱପ୍ନରେ

ହକିର ସୁଗନ୍ଧ ରହିଛି ଲାଖି,

ହକି........

ଆମ ଓଡ଼ିଶାରେ ଜମୁଛି ହକି ।


ମର୍ତ୍ତ୍ୟରେ ଭାରତ ଭାରତେ ଓଡ଼ିଶା 

ଖୋଲିଛି ଦୁଆର ହକିକୁ ଦେଖି,

ହକି.........

ଆମ ଓଡ଼ିଶାରେ ଜମୁଛି ହକି ।


ମିଶେଇବା ଆସ ହାତରେ ହାତ

ଦେଶର ସମ୍ମାନ ରଖିବା ଟେକି,

ହକି.......

ଆମ ଓଡ଼ିଶାରେ ଜମୁଛି ହକି ।



Rate this content
Log in

Similar oriya poem from Abstract