Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ହୋଲି-୨୦୨୪

ହୋଲି-୨୦୨୪

1 min
6



ବସନ୍ତ ଆସିଛି ବୁଲି

ନବ ପଲ୍ଲବିତ ଏ ସାରା ଜଗତ

ରଙ୍ଗେ ଉନ୍ନାଦିତ ହ୍ରୁଦ ପୁଲକିତ

କାଳିଆ ମାରୁଛି ହୋଲି।। 


ଶତ୍ରୁତାକୁ ଯାଏ ଭୁଲି

ନବରଙ୍ଗେ ଭିଜା ଶୁଭେ ଶଙ୍ଖ ବାଜା

ରାଜା କିମ୍ବା ପ୍ରଜା ନେଉଛନ୍ତି ମଜା

କାଳିଆ ମାରୁଛି ହୋଲି ।। 


ସର୍ବ ଭକ୍ତ କୋଳାକୋଳି

ରାଧା କ୍ରୁଷ୍ଣ ଲୀଳା ଜୀବ ପ୍ରେମ ଭେଳା

ମିତ୍ର ଭାବ ବେଳା ସରଳା ଅବଳା

ଜୀବ ରଙ୍ଗେ ବୋଳା ବୋଳି।। 


ହରିବୋଲ ହୁଳହୁଳି

ଆତ୍ମା ଫୁଲ ଜାତ ରଙ୍ଗେ ପାରିଜାତ

ପ୍ରେମର ସନ୍ତକ ଗୋଲାପ ମହକ

କାଳିଆ ଖେଳୁଛି ହୋଲି। 


ବସନ୍ତ ଆସିଛି ବୁଲି

ମନ ଯାଏ ହଲିଚଲି

ସର୍ବେ ଆଜି କୋଳା କୋଳି। ।। 



Rate this content
Log in

Similar oriya poem from Abstract