ହାରିବାନି କେବେ
ହାରିବାନି କେବେ
ଉତ୍କଳ କୁ ଗଉରବ ଆଣିଥିଲେ
ଆମର ମଧୁସୂଦନ
ଆଉ ଜଣେ ଏବେ ଗୌରବଆଣିଲେ
ନାମ ଦ୍ରଉପଦୀ ଜାଣ l
ରାଇରଙ୍ଗ ପୁର ବସ୍ତି ଅଞ୍ଚଳ ରୁ
ଜନମି ପଙ୍କ ରୁ ପଦ୍ମ
ବହୁ କ୍ଳେଶ ସହି ପ୍ରସ୍ପୁଟିତ ସେହି
ଅମଳlନନାହିଁ ଛଦ୍ମ l
ସୁସାଧନା ପଥ ଅlଣଇ ତ ଦୁଃଖ
ଶେଷେ ମିଳେ ଶ୍ରେଷ୍ଠlସନ
ଅନୀତି ପଥରେ ମିଳେ କ୍ଷଣ ସୁଖ
ପଛେ ମିଳଇ କଷଣ l
ଭାରତ ମାତlର ସୁକନ୍ୟା ହେବାକୁ ବହୁ ପ୍ରଚେଷ୍ଟା କରିଲେ
ସାଧନାର ସିଦ୍ଧି ମିଳିଅଛି ଏବେ
ମୁଖ୍ୟ ନାଗରିକ ହେଲେ l
ଦି ହଜାର ତେଇସି ଜୁଲାଇ ଛବିଶି
କଟକ ସହର ଭାଗ୍ୟ
ରାଷ୍ଟ୍ରପତି ପଦେ ବରେଣ୍ୟ ଅତିଥି
ଉପସ୍ଥିତ ହେଲେ ଆଜ l
କଟକେ ପହଞ୍ଚି କଟକ ଚଣ୍ଡୀ ଙ୍କୁ
ବନ୍ଦନେ ତୃପ୍ତି କରାଇ
ଜନସେବା ବ୍ରତ ଅଗ୍ରାଧିକାର ସେ
ବିଜ୍ଞାନ ଛାତ୍ରଙ୍କୁ କହି l
କ୍ରୀଡାର ଉନ୍ନତି ପାଇଁ ଷ୍ଟାଡିୟମ
ପଦବ୍ରଜେ ଯାଇ ଥିଲେ
ଆଇନ ଶୃଙ୍ଖଳା ବଜାୟ ରଖିବା
ଏନ ଏଲ ୟୁ କୁ ଗଲେ l
ଜାତିର ଉନ୍ନତି ରାଜ୍ୟର ଉନ୍ନତି ଦେଶର ଉନ୍ନତି ଚାହିଁ
ନାରୀ ସମାଜକୁ ଉଦ୍ଧିପନା ଦେଲେ
ଏକତ୍ରିତ ହୁଅ ତୁହି l
ଇଶ୍ୱରେ ସମର୍ପି କର୍ମ କରିଗଲେ
ସହାୟ ହେବେ ଇଶ୍ୱର
ହାରିବlନି କେବେ ଦୁଃଖ ଦୁର୍ଦଶାରେ
ସଭିଙ୍କୁ କଲେ ନିଜର l
