ଗୋ ମାତା
ଗୋ ମାତା
ହେ ସନାତନି ହିନ୍ଦୁ,
କେତେ ଦିନ ଚୁପ ରହୁଥିବ ଦେଖି,
ଗୋ ମାତାର ଝରା ରକ୍ତର ସିନ୍ଧୁ ।
ଉଠହେ ଧର୍ମ ରକ୍ଷକ,
ଶାଣିତ କର ନିଜର କଳଙ୍କି ଲଗା ଅସ୍ତ୍ର,
ପାପୀକୁ ପଠାଇବାକୁ ପଡିବ ନର୍କ ।
ତେଜ ହେ ଆଗାମୀ ସୂର୍ଯ୍ୟ,
ନିର୍ବାକ ମାକୁ ନେଇ କରନ୍ତି ସଂଘାର,
କେତେ ଆଉ ଦେଖିବ ଗୋ ମାତାର ଧର୍ଯ୍ୟ ।
ତୁମେ କଣ ସବୁ ଅଟ,
ହିନ୍ଦୁ ହୃଦୟର ଝଟକୁଥିବା ମଉଡ଼ ମଣି,
କେମିତି ସହୁଛ ଦେଖି ମାର ଏତେଯେ କଷ୍ଟ ।
ଯାହା ହେବାର ଥିଲା,
ଅନେକ କିଛି ହୋଇତ ଗଲା,
ବଇରୀ ହାତରେ ନିରୀହ ସମୟ ମଲା ।
ଡାକୁଛି ଏକତା ଡାକେ ହୃଦୟ,
ଆମରି ଭିତରେ ପୁଣି ବାନ୍ଧିବା ମେଳ,
ମିଳିମିଶି ଆମେ ଶତୃର ଗଡକୁ କରିବା ଜୟ ।
ହିନ୍ଦୁହୃଦୟ କଣ ଏତେ ଦୃବଳ ,
ଡରି ଡରି କଣ ହେଲାଣି ବରଫ ଜଳ,
ଆମରି ଖାଇ ପୁଣି ଆମକୁ କରିବେ ଖୋଳ ।
ବହୁତ ହୋଇଲା ଆମରି ଶାନ୍ତି,
ପାଗଳ ହୋଇଛି ପାପୀର ମତି,
ଏଥର ଦେଖିବେ ଆମ ଗୋମାତାର କାନ୍ତି ।
ଉଠ ଉଠହେ ସବୁ ସନାତନି,
ତେତିଶ କୋଟି ଦେବା ଦେବୀରେ ଭାଗ ହୁଅନି,
ଧର୍ମ ବିରୁଦ୍ଧେ କିଛି କାମ କରନି ।
