Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanatan Das

Tragedy

3  

Sanatan Das

Tragedy

ଦୁର୍ଘଟଣା

ଦୁର୍ଘଟଣା

1 min
208


ଜୀବନ ରାସ୍ତାରେ ଘଟି ଯାଏ ବେଳେବେଳେ ଦୁର୍ଘଟଣା,

କିଛି ତ ମନ ଇଲାକାରେ ରହି

ଦେଉଥାଏ ନୀତି ଯନ୍ତ୍ରଣା..!!


ବୟସର ରାସ୍ତାରେ ଯେତେ ସବୁ

ଅଙ୍କା ବଙ୍କା ବାଟ,

 ନ ଦେଖି ବାଙ୍କ ଚାଲି ଯିବ ଯଦି

ହେବ ତୁମେ ଛଟ ପଟ..!!


କିଏ ଏଠି ଦେଇଯାଇ ହୃଦୟରେ

ମୃଦୁ ପ୍ରେମ ଯନ୍ତ୍ରଣା,

ଆଘାତର ସ୍ପର୍ଶରେ ମନ ସିନ୍ଦୁକରୁ

ହଜିଯାଏ କାହା ଠିକଣା..!!


ଦୁର୍ଘଟଣା ରେ କ୍ଷତ ସିନା ଶୁଖିଯାଏ କିଛି ଦିନ ଗଲା ପରେ,

ମନର କ୍ଷତ କେବେ ଲିଭିପରେ ନାହିଁ 

ରହି ଯିବ ବି ମଲା ପରେ..!!


Rate this content
Log in

Similar oriya poem from Tragedy