STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଚାଲ ସଖି ଯିବା

ଚାଲ ସଖି ଯିବା

1 min
15

 ଚାଲ ସଖି ଯିବା ନୀଳାଚଳ ଧାମ ଦେଖିବା ରଥ ଯାତରା ରଥେ ଅଧିଷ୍ଠିତ ଚତୁର୍ଦ୍ଧା ମୂରତି ଆହା କି ଦିଶନ୍ତି ତୋରା। କାଳିଆର ଡୋର ଲାଗିଛି ସଜନୀ ପବିତ୍ର ହୋଇବ ନେତ୍ର ଆର ବରଷ କୁ ଥିବା ବା ନ ଥିବା ସଂସାର ବଡ ବିଚିତ୍ର। ଜନ ସମୁଦ୍ରରେ ଲହଡ଼ି ଭାଙ୍ଗୁଛି ବଡ ଦାଣ୍ଡେ ତିନି ରଥ ଭଲରେ ଭଲରେ ଜୀବନ ବଞ୍ଚିବା ରଥ ସୂଚାଉଛି ପଥ। ଅତୀତ ହଜିଛି ବର୍ତ୍ତମାନ ଅଛି ଭବିଷ୍ୟତ ବହୁ ଦୂର ବର୍ତ୍ତମାନ ନେଇ ବଞ୍ଚିବା ଲୋ ସଖି ଶିଖାନ୍ତି କଳା ଠାକୁର। ସବୁରି ତୁଣ୍ଡରେ ଜଗନ୍ନାଥ ସ୍ଵାମୀ ଜଗତ ନିୟନ୍ତା ହରି ତାଙ୍କ ଯାତ ଦେଖି ଦୁଃଖ ଜଣାଇଲେ ସଂସାରୁ ହୋଇବା ପାରି। 


Rate this content
Log in

Similar oriya poem from Action