STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ସେବା ପ୍ରେମ ପ୍ରତୀକ

ସେବା ପ୍ରେମ ପ୍ରତୀକ

1 min
5

 ସେବା ପ୍ରେମ ପ୍ରତୀକ ସାଇ ପ୍ରଶାନ୍ତି ନାଥ ବିଂଶ ଶତାବ୍ଦୀ ଶେଷ ଭାଗେ ଲୀଳା ରଚନା କରି ସମର୍ପ ଭାବ ଧରି ହରିଲ ଜଳ କଷ୍ଟ ଆଗେ ହେ ସତ୍ୟ ସାଇ ତୁମ ଶ୍ରୀ ଚରଣେ ମଥା ଯାଏ ନଇଁ। ଶିକ୍ଷା ସ୍ବାସ୍ଥ୍ୟ ମହକ ଦେଶ ଅବା ବିଦେଶ ଭକ୍ତ ଜନ ହୋଇଲେ ତୃପ୍ତ ବିଦ୍ୟା ଅଧ୍ୟାତ୍ମ ତୁମ ବିଂଛି କୁସୁମ ସମ କଳୁଷ ହୁଏ ଦୂରୀଭୂତ ହେ ସତ୍ୟ ସାଇ ଅନାଥଙ୍କ ତୁମେ ଥିଲ ଛାଇ। ତୁମ ଜନ୍ମ ଦିବସ ଶତକର ସୁବେଶ ପାଳୁ ଆମେ ଆନନ୍ଦ ମନେ ଦୀନ ଦୁଃଖୀ ରୁଗଣ୍ କରୁ ନିତ୍ୟ ସ୍ମରଣ ତୁମ ଗଢ଼ା ପ୍ରଶାନ୍ତି ଧାମେ ହେ ସତ୍ୟ ସାଇ କରିବ ଆଶିଷ ସରଗେ ଥାଇ। ସାକ୍ଷୀ ରହିବ କାଳ ତୁମ ସେବାର ବଳ ଭଲ ପାଅ ସମସ୍ତ ଲୋକେ ସତ୍ୟ ଶିବ ସୁନ୍ଦର ନୀତି ବାଣୀ ପ୍ରଚାର ବ୍ୟାପି ଗଲ ସାରା ଭୁଲୋକେ ହେ ସତ୍ୟ ସାଇ ତୁମ ପରି ଆଉ କେହି ତ ନାହିଁ।


Rate this content
Log in

Similar oriya poem from Action