STORYMIRROR

Sunanda Mohanty

Action Classics Inspirational

3  

Sunanda Mohanty

Action Classics Inspirational

ଶିଶୁ

ଶିଶୁ

1 min
192

ଏଡିକି ନିଷ୍ପାପ କଳିକା ସିଏ 

ଲାଲ ଟୁକୁ ଟୁକୁ ଓଠରେ ଯିଏ 

ହସିଦେଲେ ଧରା ଚମକି ଯାଏ 

ନୟନ ଦୁଇଟି ପଦ୍ମ ପତ୍ର ପରାଏ 

ଅବୁଝା ଆଖିରେ ଅନେଇ ଥାଏ 

ମନ ଟି ଗଙ୍ଗା ପରି ନିର୍ମଳ ରହେ 

ଛନ୍ଦ କପଟ ଛଳନା ଉର୍ଦ୍ଧ ରେ ଯିଏ 

ସଭିଙ୍କୁ ନିଜର ଭାବଇ ହୃଦୟୁ ସିଏ 

ହସିଦିଏ ଅମୃତ ଯହିଁରୁ ଝରଣା ହୁଏ 

ସବୁଠୁ ବଳିଷ୍ଠ ସୋପାନ ମଣିଷ ବା ପଶୁ ଟିଏ 

କଅଁଳ ହୃଦୟ ନିର୍ମଳ ପରାଣ ସରଳ ନୟନେ 

ଟିକିଏ ଆପଣାର ଭାବି ହସିଲା ଆଖିରେ ଚାହେଁ ସିଏ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action