Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sameer Kanhar

Romance Action Inspirational

3  

Sameer Kanhar

Romance Action Inspirational

ନୂଆ ନୁହ ତୁ ପୁରୁଣା

ନୂଆ ନୁହ ତୁ ପୁରୁଣା

1 min
229


ନୂଆ ଆଶା ନୂଆ ଆକାଂକ୍ଷା ର ସ୍ରୋତ ଧରି ଆସିଥିଲୁ ଦିନେ, ପୁରୁଣା କରିପାରିଲିନି ପ୍ରତିଶ୍ରୁତି ରହିଲା ସବୁ ସପନେ ।

ହସ ହସ ତୋର ଶ୍ରୀମୁଖ ରେ ପୁଣି ଭରି ଥିଲା କେତେ ବିଷ,  ପୁରୁଣା ଠାରୁ ବି ପୁରୁଣା ହୁ ଅଟୁ ନୋହୁ ତୁ ନୂଆବର୍ଷ ।

ଫୁଲ ପାଖୁଡ଼ା ର ପସରା ଆଳରେ ଦେଲୁ କଣ୍ଟା ଉପହାର,   ଜ୍ୟୋସ୍ନା ବୋଇଦ୍ୟାତା ରଜନୀ ଭରି ଅମାବାସ୍ୟା ଅନ୍ଧକାର ।

ରଙ୍ଗ ବେରଙ୍ଗର ଇନ୍ଦ୍ରଧନୁ ଅଙ୍କି ଏମ ନୀଳ ଗଗନେ,       କୁହୁଡି ଧୁଆଁ ରେ ଲେଖିଲୁ କାହାଣୀ ଲୋତକେ ଭରି ନୟନେ ।


                


Rate this content
Log in

Similar oriya poem from Romance