ମକର ସଂକ୍ରାନ୍ତି
ମକର ସଂକ୍ରାନ୍ତି
ମକର ସଂକ୍ରାନ୍ତି ପର୍ବ ଆମ ପାଇଁ ବଡ ଗର୍ବ ନୂତନ କାର୍ଯ୍ୟର ଶୁଭ ଆଜିଠୁ ହୁଏ ଆରମ୍ଭ। ମକର ଚାଉଳ ବଣ୍ଟା ଭାଇଚାରା ପ୍ରୀତି ଛିଟା ରବିଙ୍କ ଉତ୍ତରାୟଣ ଭାଙ୍ଗିବ ଶୀତ ର ପଣ। ସମସ୍ତେ ଶାନ୍ତିରେ ଥାନ୍ତୁ ସୁଖ ଦୁଃଖ ବାଣ୍ଟୁ ଥାନ୍ତୁ।
