STORYMIRROR

Gangotri Priyadarshini

Abstract Tragedy Action

3  

Gangotri Priyadarshini

Abstract Tragedy Action

କରୋନା ମାେ ପାଇଁ କାଳ

କରୋନା ମାେ ପାଇଁ କାଳ

1 min
241


ଦେଖ କି ବେଳ କାଳ ହେଲା

ଏ କରୋନା ମାଡ଼ି ଚାଲିଲା

ତୁଣ୍ଡି ତଳେ ଯେଉଁ ମୁହଁ ଟି ସଙ୍ଗାତ

ଅଣନିଶ୍ୱାସି ହେଇ ଶୁଦ୍ଧ ପବନ ଖୋଜି ବୁଲିଲା ।।

ଚାରି ଆଡେ଼ ଚାଲେ ଧରା ବନ୍ଧା

ବୁଝି ଯାଅ ସୁଧି ଜନେ ଏ ଗୋଲକ ଧନ୍ଦା

ପବନ ଟିକକୁ ନିଲାମ ଯେ କରନ୍ତି

ଚିକିତ୍ସା ନାମରେ ଲୁଟି କରନ୍ତି ଜୀବନ ସଉଦା ।।

କେତେ କଲବଲ ଏଠି ନିରୀହ ପ୍ରାଣ

ମାରି ମାରି ରୋଗୀଙ୍କ ଠୁ ପଇସା ଛାଣ

ଚକା ଚକା ଭଉଁରୀ ପ୍ରାୟେ ଏଠି ଦୁର୍ନୀତି

ପଚାରିଲେ କହୁଛନ୍ତି ଅସୁବିଧା ହେବ ତୁମେ ନିଶ୍ଚୟ ଜାଣ ।।

ଜମିବାଡ଼ି କରଜରେ ରୋଗୀ ସଢଇ

ରୋଗ କୁ ପୁରୁଣା କହି ରଖେ ପକେଇ

କ୍ଷଣେ କ୍ଷଣେ ବଦଳେ ଔଷଧ ଚିଠା

ସବୁ ସ୍ବାସ୍ଥ୍ୟ କର୍ମୀ ଏଠି ନିଜକୁ ଦେବତା ମଣଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract