ଭୁତ ସହ ଭେଟ
ଭୁତ ସହ ଭେଟ
ଭୁତ ସହ ଥରେ ମୁହାଁ ମୁହିଁ ଭେଟ ହେଲା
ଅଚାନକ ଅଙ୍ଗ ପ୍ରତ୍ୟଙ୍ଗ ଶୀତେଇ ଗଲା ।
ଚାହୁଁ ଚାହୁଁ ଶ୍ୱାସ ପ୍ରସ୍ଵ।ସ ର ଗତି ବଢି
ହୋଇ ଆସିଲା ସୁତିବ୍ର ପ୍ରାଣ ଯାଏ ଛାଡି ।
କମ୍ପ ଘନ ଘନ ଅନ୍ତରେ ସ୍ପନ୍ଦନ ଯୋଗୁ
କିଉପୟ କରି ବର୍ତ୍ତିବି ଏହା ହାବୁଡୁ ।
ଚିନ୍ତିଲି ଗୋବିନ୍ଦ ରଖ ଏ ଭୂତ ଦାଉରୁ
କିନ୍ତୁ ଜଙ୍ଗଲ ମଧ୍ୟରେ ଜୋରରେ ଦଉଡୁ ।
ଦୌଡ଼ି ପଳେଇ ଆସିଲି ତାପରେ ମୋହର
ଦୀର୍ଘ ଦୁଇ ମାସ ଧରି ଲାଗି ରହି ଜ୍ଵର ।
ବହୁ ଚେଷ୍ଟା ପରେ ସୁସ୍ଥ ହୋଇଲା ଶରୀର
ସେଦିନୁଁ ଜଙ୍ଗଲ ଯିବା ଲାଗେ ଅତି ଡର ।

