Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Abstract

3  

Mamatamanjari Das

Abstract

ଭିନ୍ନ ରୂପରେ ଜୀବନ

ଭିନ୍ନ ରୂପରେ ଜୀବନ

1 min
162


ଜୀବନଟା ଅଟେ ଯନ୍ତ୍ରଣାର ନଈ

ପୂର୍ଣ୍ଣମୀ ର ରୂପା ଜହ୍ନ

ଯେତେ ବି ପାଖରୁ ଦେଖିଲେ ତାହାକୁ

ସେତେ ଲାଗିବ ନୂତନ ।


କେବେ ଜୀବନଟା ଦୋଛକି ରାସ୍ତାଟେ

କେବେ ପୁଣି ଥୁଣ୍ଟା ଗଛ

କେବେ ପୁଣି ହୁଏ ଫୁଲେଇ ଫଗୁଣ

କେବେ ଡହ ଡହ ବଇଶାଖ ।


କେବେ ଲାଗେ ପୁଣି ଅବୁଝା କବିତା

ଛନ୍ଦ ରାଗ କିଛି ନାହିଁ

କେବେ ପୁଣି ଲାଗେ ମାଟିର କଣ୍ଢେଇ

ମାଟିରେ ମିଶିବ ଯାଇ ।


ଜୀବନଟା ପୁଣି ନାଆ ଟିଏ ପରି

ଆନନ୍ଦେ ଖେଳେ ଲହଡି

ଦୋଛକିରେ ଯଦି ହୁଏ ବାଟ ବଣା

ଅବେଳରେ ଯାଏ ବୁଡି ।


ଜୀବନ ନାଆରେ ନାଉରୀ ଅଦୃଶ୍ୟ

କାତ ବି ଅଦୃଶ୍ୟ ତାର

ଦୋଛକିରେ ପଡି ବାଟ ଭୁଲ ନାହିଁ

ବାହାରିବା ଉପାୟଟା ଚିନ୍ତାକର ।



Rate this content
Log in

Similar oriya poem from Abstract