କଲାକାର୍ କାନ୍ଦୁଛେଁ
କଲାକାର୍ କାନ୍ଦୁଛେଁ
ବୁଡି ଗଲା ଜିବକା
ହଜିଗଲା ତହଁକ୍
କଲାକାର୍ ଆଏଜ୍ କାନ୍ଦୁଛେଁ
ନାଇଁ ଦେଖିଇ ପାରବାରୁଛେ ବୋଲି କଲାର୍ ମହକ୍ ।
କୋରୋନା ଆଏଲା
ଜୀବନ୍ ନେଲା ,ଜୀବକ୍ ନେଲା
ଭୋକ୍ ପେଟକେ ଜଲେଇ ଦେଲା
କଲାକାର୍ ଦୁଖେ ଝୁରି ଝୁରି ଦିନ଼ ଗଲା ।
ସୁଇଥିଲେ ମୁହୁରୀର୍ ଆବାଜ଼ ସୁନୁଛେ
ବସିଥିଲେ ନିସାନ୍ ଛାତି କେ ଧକ୍ ଧକେଇ ଦେଉଛେ
ଗୋଡ଼ ହାତ଼ ଝୁମକା ବାଗିର୍ ଛମ୍ ଛମେଇ ଜାଉଛେ
କଲାର୍ ମଚାନ୍ ହାତ଼ ଦେଖିଇ ଡାକୁଛେ ।
ଚାକ୍ରି ନେଇସେ ,ବେପାର୍ ନାଇଁସେ
ଇଟା ମୋର୍ ଆଏ କଲା
ଲୋକର୍ ତହଁକ୍ ,ଲୋକର୍ ତାଲି ,ଲୋକର୍ ଦାନେ
କୁଟୁମ଼ ମୋର୍ ଚଲୁଥିଲା ।
ସପନ୍ ଲାଗୁଛେ ଜିଇଁନା
କଲାକାର ମୁଇଁ କାନ୍ଦୁଛେଁ
କାଏଁ କଲୁରେ କୋରୋନା ...
କାଏଁ କଲୁରେ କୋରାନା
ସବୁ ବୁଡେଇ ଦେଲୁନା...
ସବୁ ବୁଡ଼େଇ ଦେଲୁନା ।