STORYMIRROR

Disambar Meher

Others

4  

Disambar Meher

Others

ଭୋକର ପ୍ରତିଶବ୍ଦ ଯନ୍ତ୍ରଣା

ଭୋକର ପ୍ରତିଶବ୍ଦ ଯନ୍ତ୍ରଣା

1 min
329


ଲାଗେନା କଷ୍ଟ ବୈଶାଖ ତପ୍ତ

ଝଡ଼ ଝଞ୍ଜା ସବୁ ସହିଯିବି

କରୋନା ଭୟ ନାହିଁ ତିଳେ

ଭୋକିଲା ପେଟରେ କେମିତି ରହିବି।


ଲକଡାଉନ ସଟଡାଉନ 

କାମ ଧନ୍ଦା ସବୁ ବନ୍ଦ 

ପୋଷାଏ ଚାଉଲ, କଉଡିଟେ ନାହିଁ 

ଚୁଲି ଜଳିବା ହେଲାଣି ମୋ ବନ୍ଦ ।


ପୁଅ କହେ ମୋର କାନ୍ଦିକାନ୍ଦି

ବାପା, ସହରଟା ସିନା ବନ୍ଦ

କୁହ ବାପା କୁହ ଭୋକ ପେଟରେ

ପାଟିକୁ କିପରି କରିବି ବନ୍ଦ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍