ମୋର୍ ଗାଁ
ମୋର୍ ଗାଁ
ମୋର୍ ଗାଆଁ କେ ଖୁଜୁଛେ
ମାଟିର୍ ମହକ୍ କେ ନୁରୁଛେ
ଜେନେ ଥିଲା ଡଙ୍ଗର ଝରନ୍
କହଁରି ଯାଉଥିଲା ତାର୍ ପବନ୍ ।
ମୋର୍ ଗାଆଁ କେ ଖୁଜୁଛେ
ଆମ୍ ଚାହାଁର୍ କେନ୍ଦୁର୍ ସୁଆଦେ
ମହମହ ମହକି ଯାଉଥିଲା ମହୁଲ୍
ଚମକି ଉଠୁଥିଲା ଫଗୁନ୍ ।
ସେ ମୋର୍ ଗାଆଁ କେ ଖୁଜୁଛେ
ଜେନେ ଥିଲା ଭାଇଚାରର୍ ଭାବ୍
ପରବର୍ ଗରବ୍ ଧରମର୍ କରମ
ପୁରାଣ ପାଠ୍ ସହଯୋଗର ହାତ୍
ସେ ମୋର୍ ଗାଆଁକେ ଖୁଜୁଛେ
ଗାଏଗୋରୁ , ଚେରେଚିରଗୁନର୍ ଶବଦ୍
ଜେନେ ଥିଲା ସବୁ ପୁର୍ନା ସୁରତା
ସବୁ ଆଏତା କି ସତେ ଫେରି
ସବୁ ଆଏତା କି ସତେ ଫେରି ।