STORYMIRROR

Hitendra Mohanta

Abstract

4  

Hitendra Mohanta

Abstract

ପ୍ରୀତିର ଜୋଛନା

ପ୍ରୀତିର ଜୋଛନା

1 min
256

କରନା କରନା ଆଉ ଏତେ ଯେ ବାହାନା

ଲଘୁଚାପ ବୁହାଉଛି ପ୍ରୀତିର ଜୋଛନା

ସ୍ୱପ୍ନର ପ୍ରେୟସୀ ଆଗୋ ପ୍ରିୟତମା ସୁନା

ଅଳସ ଓଠରୁ ଝରେ ପ୍ରେମର ବାସନା

ପ୍ରିୟା ମୁହଁ ଦେଖିବାକୁ ମନେ ଯାହା ତୃଷ୍ଣା

ଯିବିନି ଗଙ୍ଗା ଯମୁନା କରୁନି ଛଳନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract