Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hitendra Mohanta

Romance Tragedy

3  

Hitendra Mohanta

Romance Tragedy

ପ୍ରିୟା ପ୍ରୀତିର ପ୍ରତୀକ୍ଷା

ପ୍ରିୟା ପ୍ରୀତିର ପ୍ରତୀକ୍ଷା

1 min
11.6K


କପାଳରେ ଯାହା ଲେଖା

କେ କରିବ ଅଣଦେଖା ।


ଛାଟିପିଟି ହୋଇ

ବାଡେଇ ହେଲେ କି

ଆସିବ ରୂପସୀ 

ଶୁଣିକି ବଇଁଶୀ

ଆଙ୍କିବାକୁ ପ୍ରୀତି ରେଖା ।


କପାଳରେ ଯାହା ଲେଖା

କାହିଁ ମୋର ଭାଗ୍ୟ ଶିଖା

ଖୋଜିଲେ ଜୋଛନା

ମିଳୁଛି କରୋନା

ଓଠ କଥା ଦୂରେ

ମୁହଁ ଦିଶୁନାହିଁ

ବାନ୍ଧିଲେ ମୁଖରେ ମୁଖା ।


କପାଳରେ ଯାହା ଲେଖା

ଅଳସ ପ୍ରେମର ଭିକ୍ଷା

ମରଣ ଠାରୁ ବି

ଭୟଙ୍କର ଅତି

ପ୍ରିୟା ପ୍ରୀତିର ପ୍ରତୀକ୍ଷା ।


Rate this content
Log in

Similar oriya poem from Romance