STORYMIRROR

Sudipta Behera

Abstract

4  

Sudipta Behera

Abstract

ଭୋକ

ଭୋକ

1 min
323

ଚାରି ଆଡେ

ପ୍ରତିଧ୍ୱନି ହୁଏ

ବାରମ୍ବାର

ଭୋକ ଆଉ ଭୋକ

ମୁଠାଏ ଦାନା ପାଇଁ

କ୍ରୀତଦାସ

ହଜି ଯାଏ

ଆତ୍ମ ସମ୍ମାନ

ଭୋକ ରେ ଭୋକ ରେ

ଉତ୍ତପ୍ତ ତୀବ୍ର ଉତ୍ତପ୍ତ

ଭୋକ ଭୂଇଁ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract