Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudipta Behera

Others

3  

Sudipta Behera

Others

ଜୀବନ ମସଲା

ଜୀବନ ମସଲା

1 min
11.2K


ଜୀବନ ର ସଂଜ୍ଞା ବ୍ୟାପକ

ଜନ୍ମ ମୃତ୍ୟୁ ର ପରିଧି ଭିତରେ

ବ୍ୟାପ୍ତ ଏଇ ଜୀବନ ଶବ୍ଦ l

ଲଙ୍କା ଲୁଣ ଜିରା ହଳଦୀ

ସବୁ ମସଲା ମିଶ୍ରଣ ଭଲି

ସୁଖ ଦୁଃଖ ହସ କାନ୍ଦ ଫେଣ୍ଟା ଫେଣ୍ଟି

ଗରମ ମସଲା ଜୀବନ l

କେବେ ଖୁସିରେ ହସେ ତ

ଆଉ କେବେ ଲୁହରେ

ସିକ୍ତ କରେ ଆଖି I

କେବେ ଯନ୍ତ୍ରଣାରେ ଛଟପଟ ହୁଏ

ଆଉ କେବେ ଖୁସିରେ ଆକ୍ତାମାକ୍ତା ହୁଏ l

ଲଙ୍କା ଭଲି କ୍ରୋଧ ସାବ୍ୟସ୍ତ କରେ

ଚିନି ପରି ମିଠା କଥାରେ ମନ ମୋହେ l

କେତେ ବେଳେ ସବୁ ନେଇ

ସଂସାର କରେ

ଆଉ କେବେ ହଳଦିଆ

ବସ୍ତ୍ର ପରିଧାନ କରି

ସନ୍ୟାସୀ ପାଲଟେ

ନିର୍ବିକାର ମନ୍ତ୍ର ରେ l


Rate this content
Log in