Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudipta Behera

Romance

2  

Sudipta Behera

Romance

ପ୍ରେମ

ପ୍ରେମ

1 min
3.1K


ପ୍ରେମ

ଆକାଶର ପୁନେଇଁ ଜନ୍ହ ପରି ସ୍ଵଚ୍ଛ

ରାତିର ଅମା ଅନ୍ଧାର ପରି ଗଭୀର

ସକାଳ ର ସୁନେଲି ସୁର୍ଯ ପରି ସ୍ନିଗ୍ଧ l


ପ୍ରେମ

ସତେଜ ଶାଗୁଆ ଗାଲିଚା ପରି

ଉଷୁମ ତାର ନରମ ସ୍ପର୍ଶ

ଦିବସର ଆଦ୍ୟ ଓଁକାର

ନିଃସ୍ୱାର୍ଥ ନିର୍ଲୋଭ ନିର୍ବିକାର l


ପ୍ରେମ

ଈଶ୍ୱରୀୟ ଚେତନା ଆତ୍ମୀୟ ଭାବନା

ସବୁ ଅନୁଭବ ର ଉର୍ଦ୍ଧ ରେ ତା ରଚନା

ସଜଳ ଛଳ ଛଳ ଚପଳା ଝରଣା l


ପ୍ରେମ

ନରମ ମହ ମହ ସୁବାସିତ ଗୋଲାପ ପାଖୁଡ଼ା

ଜୁଇ ଯାଇ ମାଳତୀ ର ହାସ୍ନା ହେନା ବାସ୍ନା

ଉତୁରା ହୃଦୟ ର କାବ୍ୟିକ ରଚନା l


Rate this content
Log in

Similar oriya poem from Romance