STORYMIRROR

Sudipta Behera

Thriller Others

3  

Sudipta Behera

Thriller Others

ବାଃ ରେ ମଣିଷ

ବାଃ ରେ ମଣିଷ

1 min
11.1K

ପ୍ରଦୂଷିତ ନିର୍ଯ୍ୟାତିତ

ନିଷ୍ପେସିତ ଆଜି

ପୃଥିବୀ ମା'

ନିଜର ବୁଦ୍ଧି

ଜ୍ଞାନ ଆଉ

ବିଜ୍ଞାନର ଜୟ ଯାତ୍ରା

ସମଗ୍ର୍ ବିଶ୍ଵକୁ

ଜୟ ଲାଭ କରିବାର

ବ୍ୟର୍ଥ ଚେଷ୍ଟା

ଅହଂ ସର୍ବସ୍ୱ ମନୁଷ୍ଯ

ଧରାକୁ ସରା

ମଣୁଥିବା.....

ନିଜ ମାୟା ଜାଲରେ

ଛନ୍ଦି ହୋଇ ପଡ଼ିଛି l

ନିଜ କରିତକର୍ମା

ବୀର୍ ପୁରୁଷ

ଖୋଳି ଥିବା ଗାତରେ

ନିଜେ ପଡି ସାରିଛି

ଯାର ଗର୍ଭରୁ ଜାତ ହୋଇ

ପାଣି ପବନରେ ପରିସ୍ପୁଟ...

ତାକୁ ହିଁ

କରୋନାର ମନ୍ତ୍ରରେ

ମନ୍ତ୍ର ଦଗ୍ଧ କରି

ପ୍ରଦୂଷିତ କରି

ତୁନ୍ଡି ବାନ୍ଧି

ମୁକ ସଜେଇଛି

ବାଃ.....

ବାଃ..... ରେ ମଣିଷ

ଧିକ ତୋର

ବିଜୟ ଅଭିଯାନ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller